Daily Rituala

ମନ୍ଦିରର ଦୈନଦିନ ସମୟ ସାରଣୀ
ପ୍ରତ୍ୟହ ସେବା ମାର୍ଚ୍ଚ ରୁ ସେପ୍ଟେମ୍ବର ଅକ୍ଟୋବର ରୁ ଫେବୃୟାରୀ
ମଙ୍ଗଳ ଆଳତ1 ପ୍ରାତଃ ଘ.୫.୩୦ମି. ପ୍ରାତଃ ଘ.୬.୩୦ମି.
ସକାଳ ଧୂପ ପୂର୍ବାହ୍ନ ଘ.୮.୦୦ମି. ପୂର୍ବାହ୍ନ ଘ.୮.୩୦ମି.
ମଧ୍ୟାହ୍ନ ଭୋଗ ମଧ୍ୟାହ୍ନ ଘ.୧୨.୩୦ମି. ମଧ୍ୟାହ୍ନ ଘ.୧୨.୩୦ମି.
ପହୁଡ଼ ଅପରାହ୍ନ ଘ.୧.୩୦ ମି. ଅପରାହ୍ନ ଘ.୧.୩୦ ମି.
ପହୁଡ଼ ଫିଟା ଅପରାହ୍ନ ଘ.୫.୦୦ ମି. ଅପରାହ୍ନ ଘ.୪.୦୦ ମି.
ସନ୍ଧ୍ୟା ଧୂପ ସନ୍ଧ୍ୟା ଘ.୭.୦୦ମି. ସନ୍ଧ୍ୟା ଘ.୬.୦୦ମି.
ସନ୍ଧ୍ୟା ଆଳତୀ ସନ୍ଧ୍ୟା ଘ.୭.୩୦ମି. ସନ୍ଧ୍ୟା ଘ.୬.୩୦ମି.
ଭାଗବତ ପାଠ ରାତ୍ର ଘ.୮.୦୦ମି. ସନ୍ଧ୍ୟା ଘ.୭.୦୦ମି.
ପହୁଡ଼ ରାତ୍ର ଘ.୯.୦୦ମି. ରାତ୍ର ଘ.୮.୦୦ମି.
Scroll to Top