Management

Kamala kanta Das

President
Retired Navy admiral
Professor Centurian college of engineering

Susanta kumar Das

Vice President
Journalist and social worker

Rashmi Ranjan Mishra

Secretary
General manager
Subhasri builder's Pvt.Ltd.

ପରମବ୍ରହ୍ମ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଶ୍ରୀ ଶ୍ରୀ ଜଗ୍ନାଥଙ୍କୁ ମୋର କୋଟି ଦଣ୍ଡବତ ପ୍ରଣାମ, ସେଇ ପରମବ୍ରହ୍ମ ଙ୍କ ସେବାରେ ନିଜର ଭାଗିଦାରୀ ପାଇ ମୁ ନିଜକୁ ଅହୋଭଗ୍ୟ ମନେ କରୁଛି।
ଭଗବାନ ଶ୍ରୀ ଗୀତା ରେ କହିଛନ୍ତି
मय्येव मन आधत्स्व मयि बुद्धिं निवेशय।
निवसिष्यसि मय्येव अत ऊर्ध्वं न संशयः।।
(ମୋ ଉପରେ କେବଳ ତୁମର ମନ ସ୍ଥିର କର, ତୁମର ସର୍ବୋଚ୍ଚ ବ୍ୟକ୍ତିତ୍ୱ, ଏବଂ ତୁମର ସମସ୍ତ ବୁଦ୍ଧି ମୋ ପାଖରେ କେନ୍ଦ୍ରିତ କର , ଏହିପରି ତୁମେ ବିନା ସନ୍ଦେହରେ ସର୍ବଦା ମୋଠାରେ ବାସ କରିବ )
ଧାର୍ଯ୍ୟ ର ସହିତ କର୍ମ କରିବା ଆମର ଏକ ମାତ୍ର କର୍ତ୍ତବ୍ୟ ଭଗବାନ ଜାଣିଛନ୍ତି ତାଙ୍କୁ କଣ କରିବାର ଅଛି

Scroll to Top