Daily Rituala
| ମନ୍ଦିରର ଦୈନଦିନ ସମୟ ସାରଣୀ | ||
|---|---|---|
| ପ୍ରତ୍ୟହ ସେବା | ମାର୍ଚ୍ଚ ରୁ ସେପ୍ଟେମ୍ବର | ଅକ୍ଟୋବର ରୁ ଫେବୃୟାରୀ |
| ମଙ୍ଗଳ ଆଳତ1 | ପ୍ରାତଃ ଘ.୫.୩୦ମି. | ପ୍ରାତଃ ଘ.୬.୩୦ମି. |
| ସକାଳ ଧୂପ | ପୂର୍ବାହ୍ନ ଘ.୮.୦୦ମି. | ପୂର୍ବାହ୍ନ ଘ.୮.୩୦ମି. |
| ମଧ୍ୟାହ୍ନ ଭୋଗ | ମଧ୍ୟାହ୍ନ ଘ.୧୨.୩୦ମି. | ମଧ୍ୟାହ୍ନ ଘ.୧୨.୩୦ମି. |
| ପହୁଡ଼ | ଅପରାହ୍ନ ଘ.୧.୩୦ ମି. | ଅପରାହ୍ନ ଘ.୧.୩୦ ମି. |
| ପହୁଡ଼ ଫିଟା | ଅପରାହ୍ନ ଘ.୫.୦୦ ମି. | ଅପରାହ୍ନ ଘ.୪.୦୦ ମି. |
| ସନ୍ଧ୍ୟା ଧୂପ | ସନ୍ଧ୍ୟା ଘ.୭.୦୦ମି. | ସନ୍ଧ୍ୟା ଘ.୬.୦୦ମି. |
| ସନ୍ଧ୍ୟା ଆଳତୀ | ସନ୍ଧ୍ୟା ଘ.୭.୩୦ମି. | ସନ୍ଧ୍ୟା ଘ.୬.୩୦ମି. |
| ଭାଗବତ ପାଠ | ରାତ୍ର ଘ.୮.୦୦ମି. | ସନ୍ଧ୍ୟା ଘ.୭.୦୦ମି. |
| ପହୁଡ଼ | ରାତ୍ର ଘ.୯.୦୦ମି. | ରାତ୍ର ଘ.୮.୦୦ମି. |
